അർത്ഥം : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ഉദാഹരണം :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
പര്യായപദങ്ങൾ : ଆଧିପତ୍ୟ, କ୍ଷମତା, ପ୍ରଭୁତ୍ୱ, ସତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
The power or right to give orders or make decisions.
He has the authority to issue warrants.അർത്ഥം : ଦେଶ, ରାଜ୍ୟ ଆଦିର ଶାସନ ପ୍ରବଂଧ କରୁଥିବା ସଂସ୍ଥା
ഉദാഹരണം :
ସରକାର ନିଜ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବା ଉଚିତ
മറ്റ് ഭാഷകളിലേക്കുള്ള വിവർത്തനം :
The organization that is the governing authority of a political unit.
The government reduced taxes.അർത്ഥം : ଶାସନତନ୍ତ୍ର ବା ରାଜତନ୍ତ୍ରର ପ୍ରମୁଖ ଶାସକ
ഉദാഹരണം :
ଶାସକ କିଛି ନୂଆ ମନ୍ତ୍ରୀଙ୍କୁ ଶାସନରେ ନିଯୁକ୍ତି ଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
वह शासनतंत्र या राज्यतंत्र जिसका प्रमुख एक शासक हो।
शासक ने साम्राज्य में कुछ नए मंत्रियों को जगह दी।A monarchy with an emperor as head of state.
empireഅർത്ഥം : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
ഉദാഹരണം :
ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
പര്യായപദങ്ങൾ : ଅନୁଶାସନ, ପ୍ରଶାସନ, ଶାସନବ୍ୟବସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।