അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ରଥ ଭଳି ଏକ ବଳଦ ଗାଡ଼ି
ഉദാഹരണം : ସେ (ଯାତ୍ରୀବାହୀ)ବଳଦ ଗାଡ଼ି ଚଳାଉଛି
പര്യായപദങ്ങൾ : ବଳଦ ଗାଡ଼ି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
रथ की तरह की एक बैल-गाड़ी।
അർത്ഥം : ବୋଝ ବୋହୁଥିବା ଏକ ପ୍ରକାର ଗାଡ଼ି
ഉദാഹരണം : କୃଷକ ଶଗଡ଼ ଉପରେ ଶସ୍ୟ ଲଦୁଛି
പര്യായപദങ്ങൾ : ବଳଦଗାଡ଼ି
बोझा ढोने की एक प्रकार की गाड़ी।
അർത്ഥം : ଏକ ହାଲୁକା,ଛୋଟ ଗ୍ରାମାଞ୍ଚଳ ଗାଡ଼ି
ഉദാഹരണം : ଶଗଡ଼ରେ ଖତଆଦି ବୁହାଯାଏ
एक हल्की, छोटी देहाती गाड़ी।
അർത്ഥം : ଏକ ପ୍ରକାର ବଳଦଗାଡ଼ି
ഉദാഹരണം : କୃଷକ ଶଗଡ଼ରେ ଆଖୁ ଲଦୁଛି
പര്യായപദങ്ങൾ : ବଳଦଗାଡ଼ି, ଶଗଡ଼ଗାଡ଼ି
एक प्रकार की बैलगाड़ी।
അർത്ഥം : ଏକ ପ୍ରକାରର ବଳଦଗାଡ଼ି
ഉദാഹരണം : କୃଷକ ଶଗଡ଼ ଉପରେ ଧାନ ବସ୍ତା ଲଦୁଛି
അർത്ഥം : ଶସ୍ୟ,ଭୁସି ଆଦି ଲଦିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାର ବଳଦଗାଡ଼ି
ഉദാഹരണം : ମଜୁରିଆ ଶଗଡ଼ ଉପରେ ଭୁସି ଲଦୁଛି
अनाज,भूसा आदि लदने की एक प्रकार की बैलगाड़ी।
ഇൻസ്റ്റാൾ ചെയ്യുക