അർത്ഥം : କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି
ഉദാഹരണം :
ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ
പര്യായപദങ്ങൾ : ଊର୍ଜା, ପ୍ରାକୃତିକ ଶକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
ഉദാഹരണം :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
പര്യായപദങ്ങൾ : କ୍ଷମତା
മറ്റ് ഭാഷകളിലേക്കുള്ള വിവർത്തനം :
The power or right to give orders or make decisions.
He has the authority to issue warrants.അർത്ഥം : ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ
ഉദാഹരണം :
ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
പര്യായപദങ്ങൾ : ଇଶ୍ୱରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କିଛି କରି ପାରିବାର କ୍ଷମତା
ഉദാഹരണം :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
പര്യായപദങ്ങൾ : ଓଜନ, ଦମ୍, ସାମର୍ଥ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
The quality of being capable -- physically or intellectually or legally.
He worked to the limits of his capability.അർത്ഥം : ଗୋଟିଏ ମାତ୍ରା ଛନ୍ଦ
ഉദാഹരണം :
ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
ഉദാഹരണം :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
പര്യായപദങ്ങൾ : ସାମର୍ଥ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
An area in which something acts or operates or has power or control:.
The range of a supersonic jet.അർത്ഥം : ବାହୁ ବା ଶରୀରର ବଳ ଯାହାଦ୍ୱାରା ମଣିଷ କୈଣସି ବଡ଼ କାମ କରିପାରେ
ഉദാഹരണം :
ଭରତର ବାହୁବଳ ବିଷୟରେ କେହି ଅନୁମାନ କରି ନ ଥିଲେ
പര്യായപദങ്ങൾ : ପରାକ୍ରମ, ବାହୁବଳ, ଭୁଜବଳ
മറ്റ് ഭാഷകളിലേക്കുള്ള വിവർത്തനം :
बाहुओं या शरीर का वह बल जिससे मनुष्य कोई बड़ा काम करता है।
भरत के बाहुबल का अंदाजा किसी को नहीं था।അർത്ഥം : କୌଣସି ବିଶିଷ୍ଟ ଦେବତାଙ୍କ ଯେଉଁ ପରାକ୍ରମ ବା ଶକ୍ତି ତାଙ୍କ ପତ୍ନୀରୂପେ ଗ୍ରହଣ କରାଯାଏ
ഉദാഹരണം :
ଗୌରୀ ଶିବଙ୍କର ଓ ଲକ୍ଷ୍ମୀ ବିଷ୍ଣୁଙ୍କ ଶକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
किसी विशिष्ट देवता का पराक्रम या बल जो उसकी पत्नी के रूप में माना जाता है।
गौरी शिव की तथा लक्ष्मी विष्णु की शक्ति हैं।A female deity.
goddessഅർത്ഥം : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
ഉദാഹരണം :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
പര്യായപദങ്ങൾ : ତାକତ୍, ପାରିବାପଣ, ବଳ, ସମର୍ଥନ
മറ്റ് ഭാഷകളിലേക്കുള്ള വിവർത്തനം :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।