അർത്ഥം : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
ഉദാഹരണം :
ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
പര്യായപദങ്ങൾ : ଅପହରଣ କରିବା, ଲୁଟପାଟ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭୂମି ବା କୌଣସି ଆଧାର ଉପରେ ଚିତ୍ହୋଇ ଏପଟସେପଟ ହେବା
ഉദാഹരണം :
ନିଜ ଜିଦି ପୂରଣ କରିବାପାଇଁ ଛୋଟପିଲାମାନେ ପ୍ରାୟତଃ ତଳେ ଲୋଟିଯାନ୍ତି
പര്യായപദങ്ങൾ : ଗଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
भूमि या किसी आधार पर चित्त या पट होते हुए इधर-उधर होना।
अपनी ज़िद्द पूरी कराने के लिए बच्चे अक़सर ज़मीन पर लोटते हैं।