അർത്ഥം : ଭିଡ଼କୁ ଇତସ୍ତତଃ କରିବା ବା ହଟାଇବାପାଇଁ ପୋଲିସ ଆଦିଦ୍ୱାରା ଲାଠିରେ ପ୍ରହାର କରିବାର କ୍ରିୟା
ഉദാഹരണം :
ପୋଲିସ ଲାଠିପ୍ରହାର କରିବାମାତ୍ରେ ଧାଁ ଧଉଡ଼ ଆରମ୍ଭ ହୋଇଗଲା
പര്യായപദങ്ങൾ : ଲାଠିଚାର୍ଜ୍, ଲାଠିମାଡ଼
മറ്റ് ഭാഷകളിലേക്കുള്ള വിവർത്തനം :
भीड़ को तितर-बितर करने या हटाने के लिए पुलिस आदि द्वारा लाठी से प्रहार करने की क्रिया।
पुलिस के लाठी-चार्ज करते ही भगदड़ मच गई।