അർത്ഥം : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଯେଉଁଥିରେ ଶିଶୁର ମୁଣ୍ଡନ କରାଯାଏ
ഉദാഹരണം :
ସେ ବାରଣାସୀରେ ତାଙ୍କ ଶିଶୁର ମୁଣ୍ଡନ କରାଇଥିଲେ
പര്യായപദങ്ങൾ : ମୁଣ୍ଡନ
അർത്ഥം : ବିଶେଷ କରି ଗାଈ ଓ ମଇଁଷିଙ୍କଠାରୁ ଏକା ଥରକେ ପଡ଼ୁଥିବା ଗୋବର
ഉദാഹരണം :
କୃଷକ ଗୁହାଳରେ ଗୋବର ଲଣ୍ଡା ଏକତ୍ର କରୁଛି
പര്യായപദങ്ങൾ : ଗୋବର ଲଣ୍ଡା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା
ഉദാഹരണം :
ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା
പര്യായപദങ്ങൾ : କେଶହୀନ, ଟାଙ୍ଗରା, ନଣ୍ଡା, ବାଳହୀନ
മറ്റ് ഭാഷകളിലേക്കുള്ള വിവർത്തനം :
Having no hair or fur.
A Mexican Hairless is about the size of a fox terrier and hairless except for a tufts on the head and tail.അർത്ഥം : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
ഉദാഹരണം :
କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
പര്യായപദങ്ങൾ : କେଶହୀନ, ଚନ୍ଦା, ନଣ୍ଡା, ବାଳହୀନ
മറ്റ് ഭാഷകളിലേക്കുള്ള വിവർത്തനം :
Lacking hair on all or most of the scalp.
A bald pate.