അർത്ഥം : କୌଣସି ଘଟଣା ସମ୍ପର୍କରେ କଳହ ବା ଆବେଶପୂର୍ଣ୍ଣ ବିବାଦ କରିବା
ഉദാഹരണം :
ଜମି ଭାଗବାଣ୍ଟକୁ ନେଇ ଶ୍ୟାମ ତା ଭାଇମାନଙ୍କ ସହିତ କଳି କଲା
പര്യായപദങ്ങൾ : କଳି କରିବା, ଗଣ୍ଡଗୋଳ କରିବା, ଝଗଡ଼ା କରିବା, ଲଢେଇକରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात पर कहासुनी या आवेशपूर्ण विवाद करना।
जमीन के बँटवारे को लेकर श्याम अपने भाइयों से लड़ने लगा।