അർത്ഥം : ବସାଇବାର କ୍ରିୟା
ഉദാഹരണം :
ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାର୍ଯ୍ୟରେ ସଂଲଗ୍ନ କରିବା
ഉദാഹരണം :
ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
മറ്റ് ഭാഷകളിലേക്കുള്ള വിവർത്തനം :
कार्य में संलग्न करना।
एक एकड़ खेत की फसल काटने के लिए किसान ने पाँच आदमियों को लगाया।അർത്ഥം : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
ഉദാഹരണം :
ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ
പര്യായപദങ്ങൾ : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
ഉദാഹരണം :
ସେ ହାତରେ ମେହେନ୍ଦୀ ଲଗାଇଛି
പര്യായപദങ്ങൾ : ଚିତ୍ରିତ କରିବା, ରଞ୍ଜେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
ഉദാഹരണം :
ସେ ତାର ଦୋଷ ମୋ ଉପରେ ଲଦିଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିବେଶ କରିବା
ഉദാഹരണം :
ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
പര്യായപദങ്ങൾ : ଖଟାଇବା, ନିବେଶ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ନିୟତ ଜାଗରେ ପହଞ୍ଚିବା
ഉദാഹരണം :
ଡ୍ରାଇଭର ଗାଡ଼ିକୁ ବସ ଷ୍ଟାଣ୍ଡ୍ରେ ଲଗାଇଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ଆଘାତ ବା ବ୍ୟଥା ଦେବା
ഉദാഹരണം :
ସେ ମୋତେ କଲମ ମୁନରେ ଆଘାତ କଲା
പര്യായപദങ്ങൾ : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :