അർത്ഥം : ଏହି ଖଜଣା ବା କର ଯାହା ପଥିକମାନଙ୍କଠାରୁ କୌଣସି ବିଶେଷ ରାସ୍ତାରେ ଚାଲିବା ବାବଦକୁ ନିଆଯାଇଥାଏ ବା କୌଣସି ବିଶେଷ ରାସ୍ତାର ଉପଯୋଗ କରିବା ବାବଦକୁ ନିଆଯାଇଥାଏ
ഉദാഹരണം :
ପଥକର ଦେଇ ଆପଣ ଏହି ରାସ୍ତାରେ ଯାଇ ପାରିବେ
പര്യായപദങ്ങൾ : ପଥ ଶୁଳ୍କ, ପଥକର, ବାଟକର
മറ്റ് ഭാഷകളിലേക്കുള്ള വിവർത്തനം :
A fee levied for the use of roads or bridges (used for maintenance).
toll