അർത്ഥം : ରାଜାଙ୍କର ପୁତ୍ର
ഉദാഹരണം :
ରାଜାଙ୍କ ପରେ ରାଜକୁମାରଙ୍କର ହିଁ ତାଙ୍କ ସିଂହାସନ ଉପରେ ଅଧିକାର ଥାଏ ନେପାଳର ରାଜକୁମାର ଶାହୀ ପରିବାରକୁ ହତ୍ୟା କଲେ ଏବଂ ନିଜେ ନିଜ ଗୁଳିର ଶିକାର ହୋଇଗଲେ
പര്യായപദങ്ങൾ : ରଜାପୁଅ, ରାଜପୁତ୍ର, ରାଜାପୁଅ
മറ്റ് ഭാഷകളിലേക്കുള്ള വിവർത്തനം :
A male member of a royal family other than the sovereign (especially the son of a sovereign).
prince