അർത്ഥം : ବାକି ରହିବା
ഉദാഹരണം :
କେତେଥର ରଗଡ଼ି ଧୋଇବା ସତ୍ତ୍ୱେ କିଛି ଦାଗ ରହିଗଲା
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
ഉദാഹരണം :
ଶୀଲା ମୋହନ ଘରେ ରହିଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
ഉദാഹരണം :
ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖରାପ ନ ହେବା
ഉദാഹരണം :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମ୍ପୂର୍ଣ୍ଣ ଆଦାୟ ନହେବା
ഉദാഹരണം :
ହଜାରରୁ ଶହେ ଟଙ୍କା ରହିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାରଣରୁ କିଛି କାମ ନହେଇପାରିବା
ഉദാഹരണം :
ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
പര്യായപദങ്ങൾ : ଛାଡ଼ିଦେବା
മറ്റ് ഭാഷകളിലേക്കുള്ള വിവർത്തനം :