അർത്ഥം : ସାହିତ୍ୟର କଥା ସାହିତ୍ୟ, କାବ୍ୟ, ନାଟକଆଦିରେ ରହିଥିବା ତତ୍ତ୍ୱ ଯାହା ଅନୁରାଗ, କରୁଣା, କ୍ରୋଧ,ରତିଆଦି ମନୋଭାବକୁ ଜାଗ୍ରତ, ପ୍ରବଳ ତଥା ସକ୍ରିୟ କରେ
ഉദാഹരണം :
ରସର ସଂଖ୍ୟା ନଅ ବୋଲି ଗଣା ଯାଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
साहित्य में कथानकों, काव्यों, नाटकों आदि में रहने वाला वह तत्व जो अनुराग, करुणा, क्रोध, रति आदि मनोभावों को जागृत, प्रबल तथा सक्रिय करता है।
रस की संख्या नौ मानी गई है।അർത്ഥം : କୌଣସି ପଦାର୍ଥର ସାର ବା ତତ୍ତ୍ୱ
ഉദാഹരണം :
ରସ ବିଭିନ୍ନ ପ୍ରକାରର ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
Any substance possessing to a high degree the predominant properties of a plant or drug or other natural product from which it is extracted.
essenceഅർത്ഥം : ବୈଦ୍ୟଶାସ୍ତ୍ର ଅନୁସାରେ ଶରୀରର ସାତ ଧାତୁ ମଧ୍ୟରୁ ପ୍ରଥମ ଧାତୁ
ഉദാഹരണം :
ଶରୀରରେ ଥିବା ଜଳୀୟଅଂଶ ରସର ଅନ୍ତର୍ଗତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଛ ପତ୍ର ଅଥବା ଫୁଲ ପତ୍ରରେ ରହିଥିବା ତରଳ ପଦାର୍ଥ ଯାହା ଛେଚିଲେ ଓ ମକଚିଲେ ସେଥିରୁ ବାହାରେ
ഉദാഹരണം :
ନିମ୍ବ ରସ ପିଇଲେ ତଥା ଲଗାଇଲେ ଚର୍ମ ରୋଗ ଭଲ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
ഉദാഹരണം :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
പര്യായപദങ്ങൾ : କ୍ଷୀର, ଖିର, ବୃକ୍ଷର ନିର୍ଯାସ
മറ്റ് ഭാഷകളിലേക്കുള്ള വിവർത്തനം :
A milky exudate from certain plants that coagulates on exposure to air.
latex