അർത്ഥം : ଭଣ୍ଡାରରେ ରଖିବା
ഉദാഹരണം :
ସେ ଧାନକୁ କୋଠିରେ ଭରିଲେ
പര്യായപദങ്ങൾ : ଗଚ୍ଛିତ କରିବା, ଭରିବା
മറ്റ് ഭാഷകളിലേക്കുള്ള വിവർത്തനം :
Keep or lay aside for future use.
Store grain for the winter.അർത്ഥം : କୌଣସି ସ୍ଥାନରେ ବା ବସ୍ତୁ ଆଦିରେ ରଖା ହୋଇଥିବା ପଦାର୍ଥ ଆଦିକୁ ଅନ୍ୟ ଜାଗାରେ ବା ବସ୍ତୁ ଆଦିରେ ରଖିବା
ഉദാഹരണം :
ଏହି ଗରାର ପାଣିକୁ ଅନ୍ୟ ଗରାରେ ଢାଳିଦିଅ
പര്യായപദങ്ങൾ : ଢାଳିବା, ଭର୍ତ୍ତି କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାର ହାତରେ ଦେବା ବା ରଖିବା
ഉദാഹരണം :
ରାମୁ ବଳଦର ଦଉଡ଼ି ମୋ ହାତରେ ଧରାଇଲା
പര്യായപദങ്ങൾ : ଧରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସ୍ଥିତ କରିବା
ഉദാഹരണം :
ସିନ୍ଦୁକରେ ମୂଲ୍ୟବାନ ଜିନିଷ ଯତ୍ନରେ ରଖାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନରେ ସବୁବେଳେ ରାଗଆଦି ବଜାୟ ରଖିବା
ഉദാഹരണം :
ମନରେ ଆଦୌ ରାଗ ରଖ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ഉദാഹരണം :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
പര്യായപദങ്ങൾ : ଚଳାଇବା, ଧାରଣ କରିବା, ନିର୍ବାହ କରିବା, ସ୍ଥାପନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी निश्चित या विशेष स्थिति आदि में रखना।
कमरे को साफ रखो।അർത്ഥം : ନିଜେ ସୁରକ୍ଷାରେ ରଖିବା ବା ଅଧିକାରକୁ ଆଣିବା
ഉദാഹരണം :
ପଡ଼ୋଶୀଙ୍କ ଗହଣା ମୁଁ ନିଜ ପାଖରେ ରଖିଛି ସେ ଗୋଟେ ଗାଈ ରଖିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
ഉദാഹരണം :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
പര്യായപദങ്ങൾ : ପାଇବା, ପ୍ରାପ୍ତହେବା, ମିଳିବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.അർത്ഥം : କାମରେ ଲଗେଇବା
ഉദാഹരണം :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
പര്യായപദങ്ങൾ : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ନିଯୁକ୍ତି ଦେବା, ଭର୍ତ୍ତି କରିବା
മറ്റ് ഭാഷകളിലേക്കുള്ള വിവർത്തനം :
काम पर लगाना।
इस काम के लिए उसने सात आदमियों को नियुक्त किया।അർത്ഥം : ରହିବାକୁ ସ୍ଥାନ ଦେବା
ഉദാഹരണം :
ଅତିଥିମାନଙ୍କୁ ଘରେ ରଖାଯାଏ
പര്യായപദങ്ങൾ : ଆଶ୍ରୟ ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନରେ ଧାରଣ କରିବା ବା ଜ୍ଞାନ, ଗୁଣଆଦି ଯୁକ୍ତହେବା
ഉദാഹരണം :
ସେ ବିଜ୍ଞାନ ବିଷୟରେ ବହୁତ ଖବର ରଖୁଛି
മറ്റ് ഭാഷകളിലേക്കുള്ള വിവർത്തനം :