അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଭମ୍ରଣ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଥିବା ଯାତ୍ରୀ
ഉദാഹരണം : ତାଜମହଲ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି
പര്യായപദങ്ങൾ : ଦର୍ଶକ, ପର୍ଯ୍ୟଟକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
घूमने के उद्देश्य से एक जगह से दूसरी जगह पर जानेवाला यात्री।
Someone who travels for pleasure.
അർത്ഥം : ଯେଉଁ ବ୍ୟକ୍ତି ଗାଡ଼ିରେ ଚଢ଼ିଥାଏ
ഉദാഹരണം : ଯାତ୍ରୀ ନ ଥିବା କାରଣରୁ ଗାଡ଼ି ଖାଲି ଯାଉଥିଲା
പര്യായപദങ്ങൾ : ଆରୋହୀ
वह व्यक्ति जो सवार हो।
A traveler riding in a vehicle (a boat or bus or car or plane or train etc) who is not operating it.
അർത്ഥം : ଯେ ଯାତ୍ରା କରେ
ഉദാഹരണം : ନିରୋଳା ରାସ୍ତାରେ ଯାଉଥିବା ଦୁଇଜଣ ଯାତ୍ରୀଙ୍କୁ ଡାକୁମାନେ ଲୁଟ୍ କରିନେଲେ
പര്യായപദങ്ങൾ : ପଥଚାରୀ, ପଥିକ, ପଥୁକି, ପାଂଥ
वह जो यात्रा करता है।
A person who changes location.
ഇൻസ്റ്റാൾ ചെയ്യുക