അർത്ഥം : କୌଣସି କାର୍ଯ୍ୟ ଠିକ୍ରେ ଚାଲୁଛି ନା ନାହିଁ ଦେଖିବା
ഉദാഹരണം :
ଆମର କାମକୁ ଜଣେ ଭାଷାବିଜ୍ଞାନୀ ଯାଞ୍ଚ କରିବେ
പര്യായപദങ്ങൾ : ତଦାରଖ କରିବା, ପରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
Examine carefully for accuracy with the intent of verification.
Audit accounts and tax returns.അർത്ഥം : କୌଣସି ବିଷୟର ଠିକ୍ ଭୁଲ୍ ନିର୍ଣ୍ଣୟ କରିବା
ഉദാഹരണം :
ବୈଜ୍ଞାନିକମାନେ ବ୍ଲାକ୍ ହୋଲର ସତ୍ୟତା ଉପରେ ଯାଞ୍ଚ କରୁଛନ୍ତି
പര്യായപദങ്ങൾ : ପରୀକ୍ଷାନିରୀକ୍ଷା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚିକିତ୍ସକଙ୍କର ଜଣେ ବ୍ୟକ୍ତିର ରୋଗ ବା ତାର କାରଣ ନିର୍ଣ୍ଣୟ କରିବା
ഉദാഹരണം :
ଚିକିତ୍ସକ ଶୋଇଥିବା ରୋଗୀକୁ ପରୀକ୍ଷା କରୁଛନ୍ତି
പര്യായപദങ്ങൾ : ପରୀକ୍ଷା କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଘଟଣା ବା ବିଷୟର ମୂଳ କାରଣ ବା ରହସ୍ୟର ପତ୍ତା ଲଗାଇବା
ഉദാഹരണം :
ପୁଲିସ୍ ତଥ୍ୟର ଅନୁସାନ୍ଧନ କରୁଛି
പര്യായപദങ്ങൾ : ଅନୁସାନ୍ଧନ କରିବା, ଅନ୍ବେଷଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी घटना या विषय के मूल कारणों या रहस्यों का पता लगाना।
पुलिस तथ्यों की छानबीन कर रही है।Conduct an inquiry or investigation of.
The district attorney's office investigated reports of possible irregularities.അർത്ഥം : କୌଣସି ରୋଗର କାରଣ ଜାଣିବା ପାଇଁ କୌଣସି ଶାରିରୀକ ଦ୍ରବ୍ୟକୁ କୌଣସି ଯନ୍ତ୍ର ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଅବଲୋକନ କରିବା
ഉദാഹരണം :
ଚିକିତ୍ସକ ପ୍ରୟୋଗଶାଳାରେ ରକ୍ତ ପରୀକ୍ଷା କରୁଛନ୍ତି
പര്യായപദങ്ങൾ : ପରୀକ୍ଷା କରିବା
മറ്റ് ഭാഷകളിലേക്കുള്ള വിവർത്തനം :