അർത്ഥം : ଉପଯୁକ୍ତ ହେବାର ଅବସ୍ଥା ବା ଭାବ
ഉദാഹരണം :
ସାମଗ୍ରୀ ଗୁଡ଼ିକର ସମୀଚୀନତା ଦେଖି ସେଗୁଡ଼ିକ କିଣିବା ଉଚିତ୍
പര്യായപദങ്ങൾ : ଉଚିତତା, ଉପଯୁକ୍ତତା, ଔଚିତ୍ୟ, ସମୀଚୀନତା, ସମୁଚିତତା
മറ്റ് ഭാഷകളിലേക്കുള്ള വിവർത്തനം :
The quality of having the properties that are right for a specific purpose.
An important requirement is suitability for long trips.