പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ମେଷ എന്ന വാക്കിന്റെ അർത്ഥവും ഉദാഹരണവും.

ମେଷ   ବିଶେଷ୍ୟ

അർത്ഥം : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶି, ଯେଉଁଥିରେ ଛଅଷଠି ତାରା ଏଭଳି ଭାବେ ଅଛନ୍ତି ଯେ ସେ ସବୁକୁ ଯୋଗ କଲେ ତାହା ମେଷ ଆକୃତିର ଦେଖାଯାଏ

ഉദാഹരണം : ତାର ମେଷ ରାଶି

പര്യായപദങ്ങൾ : ମେଷରାଶି


മറ്റ് ഭാഷകളിലേക്കുള്ള വിവർത്തനം :

बारह राशियों में से पहली राशि, जिसमें छाछठ तारे इसप्रकार हैं कि उन सबके योग से मेढ़े की आकृति बन जाती है।

उसकी राशि मेष है।
मेष, मेष राशि, मेषराशि

The first sign of the zodiac which the sun enters at the vernal equinox. The sun is in this sign from about March 21 to April 19.

aries, aries the ram, ram

അർത്ഥം : ପୁରୁଷ ଜାତୀୟ ମେଣ୍ଢା

ഉദാഹരണം : ଦୁଇଟି ମେଣ୍ଢା ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି

പര്യായപദങ്ങൾ : ମେଣ୍ଢା


മറ്റ് ഭാഷകളിലേക്കുള്ള വിവർത്തനം :

भेड़ जाति का नर।

दो भेड़े आपस में लड़ रहे हैं।
अवि, अविक, गड्डर, पृथूदर, भेड़ा, मेढ़ा, मेष, रोमश, लोमश, वृष्णि, ह्रद

Uncastrated adult male sheep.

A British term is `tup'.
ram, tup

അർത്ഥം : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମେଷରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମେଷରାଶିରେ ଥାଏ

ഉദാഹരണം : ମେଷ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଫଳଦାୟକ

പര്യായപദങ്ങൾ : ମେଷ ରାଶି


മറ്റ് ഭാഷകളിലേക്കുള്ള വിവർത്തനം :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मेषराशि में हो।

मेषराशिवालों के लिए यह वर्ष फलदायी है।
मेष राशिवाला, मेषराशिवाला

(astrology) a person who is born while the sun is in Aries.

aries, ram