അർത്ഥം : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
ഉദാഹരണം :
ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
ഉദാഹരണം :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
പര്യായപദങ്ങൾ : ଆଧାର, ଆଲମ୍ବନ, ନିଅଁ, ମୂଳଦୁଆ
മറ്റ് ഭാഷകളിലേക്കുള്ള വിവർത്തനം :
Lowest support of a structure.
It was built on a base of solid rock.അർത്ഥം : ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ
ഉദാഹരണം :
ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାର୍ଯ୍ୟର ପ୍ରାରମ୍ଭିକ ଭାଗ
ഉദാഹരണം :
ଆମକୁ ଏହି ଘଟଣାର ମୂଳକୁ ଖୋଜି ବାହାର କରିବାକୁ ପଡ଼ିବ
മറ്റ് ഭാഷകളിലേക്കുള്ള വിവർത്തനം :
The fundamental assumptions from which something is begun or developed or calculated or explained.
The whole argument rested on a basis of conjecture.അർത്ഥം : ଯାହା ଆବଶ୍ୟକ ହୁଏ
ഉദാഹരണം :
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
പര്യായപദങ്ങൾ : ପ୍ରଧାନ, ପ୍ରମୁଖ, ମୁଖ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Serving as an essential component.
A cardinal rule.അർത്ഥം : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
ഉദാഹരണം :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
പര്യായപദങ്ങൾ : ଆଧାରଭୂତ, ମୂଳ ଆଧାର, ମୌଳିକ
മറ്റ് ഭാഷകളിലേക്കുള്ള വിവർത്തനം :
Being or involving basic facts or principles.
The fundamental laws of the universe.അർത്ഥം : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
ഉദാഹരണം :
ଏହା ମୋର ମୌଳିକ ରଚନା
പര്യായപദങ്ങൾ : ନିଜସ୍ୱ, ମୌଳିକ, ସ୍ୱକୃତ, ସ୍ୱରଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Not derived or copied or translated from something else.
The play is original; not an adaptation.