പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ମିଳନୀ എന്ന വാക്കിന്റെ അർത്ഥവും ഉദാഹരണവും.

ମିଳନୀ   ବିଶେଷ୍ୟ

അർത്ഥം : ବିବାହ ସମୟର ଯେଉଁ ପରମ୍ପରା ଅନୁସାରେ ବର ଏବଂ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ପରସ୍ପର ଆଲିଙ୍ଗନ ପରେ କନ୍ୟା ପକ୍ଷର ଲୋକଙ୍କ ଦ୍ବାରା ବରପକ୍ଷ ଲୋକଙ୍କୁ କିଛି ଧନ ଭେଟି ଦିଅନ୍ତି

ഉദാഹരണം : କକା ବରଯାତ୍ରୀ ମାନଙ୍କୁ ମିଳନୀରେ ପାଞ୍ଚପାଞ୍ଚଶହ ଟଙ୍କା ଦେଲେ


മറ്റ് ഭാഷകളിലേക്കുള്ള വിവർത്തനം :

विवाह के समय की वह रस्म जिसमें वर और कन्या पक्ष के लोग आपस में गले मिलते हैं तथा कन्या-पक्ष के लोग वर-पक्ष के लोगों को कुछ धन भेंट करते हैं।

चाचाजी ने बरातियों को मिलनी में पाँच-पाँच सौ रुपए दिए।
मिलनी

A specific practice of long standing.

custom, tradition

അർത്ഥം : ବିବାହ ସମୟର ଯେଉଁ ପରମ୍ପରା ଅନୁସାରେ ବର ଏବଂ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ପରସ୍ପର ଆଲିଙ୍ଗନ ପରେ କନ୍ୟା ପକ୍ଷର ଲୋକଙ୍କ ଦ୍ବାରା ବରପକ୍ଷ ଲୋକଙ୍କୁ ଦିଆ ଯାଉଥିବା ଧନ

ഉദാഹരണം : ମିଳନୀ ପାଇ ବରଯାତ୍ରୀ ବହୁତ ଖୁସି ଥିଲେ


മറ്റ് ഭാഷകളിലേക്കുള്ള വിവർത്തനം :

विवाह के समय की एक रस्म में वर और कन्या पक्ष के लोगों के आपस में गले मिलने के बाद कन्या-पक्ष के लोगों द्वारा वर-पक्ष के लोगों को दिया जाने वाला धन।

मिलनी पाकर बराती बहुत खुश थे।
मिलनी

Wealth reckoned in terms of money.

All his money is in real estate.
money