അർത്ഥം : ଅଳେଇଚ ଦାନାକୁ ଚିନିରେ ପାଗ କରି ତିଆରି କରାଯାଉଥିବା ଗୋଟିଏ ପ୍ରକାର ମିଠାଇ
ഉദാഹരണം :
ପ୍ରସାଦ ଭାବେ ସେ ବାଦାମ ଏବଂ ମିଠାଅଳେଇଚଦାନା ବାଣ୍ଟିଲେ
മറ്റ് ഭാഷകളിലേക്കുള്ള വിവർത്തനം :
इलायची के दाने को चीनी में पागकर तैयार की जाने वाली एक तरह की मिठाई।
उसने प्रसाद में मूँगफली और इलायची दाना बाँटा।