അർത്ഥം : ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ
ഉദാഹരണം :
ଡାଇବେଟିସର ଗ୍ଲାଇକୋସିଲେଟେଜ ହିମୋଗ୍ଲୋବିନ୍ ନିମନ୍ତେ ସାମାନ୍ୟ ମାନଦଣ୍ଡ ଚାରିରୁ ଛଅ ପ୍ରତିଶତ
പര്യായപദങ്ങൾ : ପାରାମିଟର, ମାନଦଂଡ, ମାପଦଂଡ, ମାପଦଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :
A quantity (such as the mean or variance) that characterizes a statistical population and that can be estimated by calculations from sample data.
parameterഅർത്ഥം : ସ୍ଥିର କରାଯାଇଥିବା ମାନ ବା ମାପ ଯାହା ଅନୁସାରେ କୌଣସି ଯୋଗ୍ୟତା, ଶ୍ରେଷ୍ଠତା, ଗୁଣଆଦିର ଅନୁମାନ ବା କଳ୍ପନା କରାଯାଏ
ഉദാഹരണം :
ଭାରତରେ ଶିକ୍ଷାର ମାନଦଣ୍ଡ ଆଗ ଅପେକ୍ଷା ସୁଧୁରିଛି
പര്യായപദങ്ങൾ : ଉଚ୍ଚତାସ୍ତର, ଗୁଣବତ୍ତାସ୍ତର, ମାନକ
മറ്റ് ഭാഷകളിലേക്കുള്ള വിവർത്തനം :
वह निश्चित या स्थिर किया हुआ सर्वमान्य मान या माप जिसके अनुसार किसी प्रकार की योग्यता, श्रेष्ठता, गुण आदि का अनुमान या कल्पना की जाए।
भारत में शिक्षा का मानदंड पहले से अच्छा हो गया है।A standard or model or pattern regarded as typical.
The current middle-class norm of two children per family.