അർത്ഥം : କୌଣସିଟିର ସେତିକି ଅଂଶ ବା ମାତ୍ରା ଯାହାକୁ ଗୋଟିଏଥର କାମରେ ଲଗାଯାଏ ବା କାମପାଇଁ ଆବଶ୍ୟକ
ഉദാഹരണം :
ଅଧିକ ମାତ୍ରାରେ ଭୋଜନକରି ସେ ବେମାର ହୋଇଗଲା
പര്യായപദങ്ങൾ : ପରିମାଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସ୍ୱର ସୂଚକ ଯେଉଁ ରେଖା ବା ଚିହ୍ନ କୌଣସି ଅକ୍ଷର ବା ବର୍ଣ୍ଣରେ ଲାଗେ
ഉദാഹരണം :
କି- ରେ ଇ ସ୍ୱର ମାତ୍ରା ରହିଛି
പര്യായപദങ്ങൾ : ସ୍ୱର ମାତ୍ରା
മറ്റ് ഭാഷകളിലേക്കുള്ള വിവർത്തനം :
स्वर की सूचक वह रेखा या चिह्न जो किसी अक्षर या वर्ण में लगता है।
कि में इ की स्वर मात्रा है।അർത്ഥം : ସଙ୍ଗୀତରେ ଗୀତ ତଥା ବାଦ୍ୟର ସମୟ ନିରୂପଣ କରିବା ନିମନ୍ତେ ସେତିକି ସମୟ ଯାହା ଗୋଟିଏ ସ୍ୱରର ଉଚ୍ଚାରଣରେ ଲାଗେ
ഉദാഹരണം :
ସଙ୍ଗୀତରେ ତାଳ ମାତ୍ରାଉପରେ ବିଶେଷ ଧ୍ୟାନ ଦିଆଯାଏ
പര്യായപദങ്ങൾ : ତାଳ ମାତ୍ରା
മറ്റ് ഭാഷകളിലേക്കുള്ള വിവർത്തനം :
संगीत में गीत तथा वाद्य का समय निरूपित करने के लिए उतना काल जितना एक स्वर के उच्चारण में लगता है।
संगीत में ताल मात्रा का विशेष ध्यान रखा जाता है।