അർത്ഥം : ଯେଉଁ ବ୍ୟକ୍ତି ତା ସ୍ତ୍ରୀ କଥା ଅନୁସାରେ ପରିଚାଳିତ ହୁଏ
ഉദാഹരണം :
ଗୋଟିଏ ସୀମା ପର୍ଯ୍ୟନ୍ତ ମାଇପବୋଲା ହେବା ଖରାପ ନୁହେଁ
പര്യായപദങ്ങൾ : ପତ୍ନୀଭକ୍ତ, ମାଇପବୋଲା, ସ୍ତ୍ରୀବଶ
മറ്റ് ഭാഷകളിലേക്കുള്ള വിവർത്തനം :
वह जो अपनी पत्नी के कहे अनुसार ही चलता हो।
जोरू का गुलाम होना बुरा नहीं है पर एक सीमा तक।അർത്ഥം : ନିଜ ପତ୍ନିର ଭକ୍ତ ବା ନିଜ ସ୍ତ୍ରୀର କୌଣସି କଥାକୁ ଅନୁସରଣ କରୁଥିବା ଲୋକ
ഉദാഹരണം :
ଶ୍ୟାମଳୀ ନିଜ ମାଇପବୋଲକରା ପୁଅକୁ ସଦାବେଳେ ସମ୍ପୁଥିଲା
പര്യായപദങ്ങൾ : ପତ୍ନିଭକ୍ତ, ସ୍ତ୍ରୀବଶ
മറ്റ് ഭാഷകളിലേക്കുള്ള വിവർത്തനം :
अपनी पत्नी का भक्त या अपनी पत्नी की कही बातों का ही अनुसरण करनेवाला।
श्यामली अपने ज़नमुरीद बेटे को हमेशा कोसती थी।