അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବ୍ରାହ୍ମଣ, ଗୁରୁ ଆଦିଙ୍କ ନିମନ୍ତେ ଆଦରସୂଚକ ସମ୍ବୋଧନ
ഉദാഹരണം : ଏହି ମହାତ୍ମା ନିଜ ଖାଦ୍ୟ ନିଜେ ତିଆରି କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
ब्राह्मण, गुरु आदि के लिए आदरसूचक संबोधन।
അർത്ഥം : ଦିବ୍ୟ, ଅଲୌକିକ ଶକ୍ତିଧାରୀ ଯେଉଁ ବ୍ୟକ୍ତି ବହୁତ ଯୋଗ୍ୟ ତଥା ଗୁଣବାନ
ഉദാഹരണം : ଭାରତ ମାଆ ଅନେକ ମହାପୁରୁଷମାନଙ୍କ ଜନନୀ
പര്യായപദങ്ങൾ : ପରମହଂସ, ମହାପୁରୁଷ
दिव्य अलौकिक शक्ति से युक्त बहुत योग्य तथा गुणवान मनुष्य।
അർത്ഥം : ଶ୍ରେଷ୍ଠ, ଉଚ୍ଚ ବିଚାରଶୀଳ ଏବଂ ସଦାଚାରୀ ବ୍ୟକ୍ତି
ഉദാഹരണം : ମାଲବୀୟଜୀ ଜଣେ ମହାତ୍ମା ଥିଲେ
പര്യായപദങ്ങൾ : ମହାନ ପୁରୁଷ, ମହାପୁରୁଷ, ଶ୍ରେଷ୍ଠବ୍ୟକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
बहुत श्रेष्ठ, उच्च विचारोंवाला और सदाचारी पुरुष।
Person of exceptional holiness.
ഇൻസ്റ്റാൾ ചെയ്യുക