അർത്ഥം : ତେଲ ନିମନ୍ତେ ସୁଭାଷିତ
ഉദാഹരണം :
ଲଣ୍ଠନର ମସଲା ଖତମ ହୋଇଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାମ,କଥା ଆଦିର ଆଧାର
ഉദാഹരണം :
ମଜା କରିବାପାଇଁ ଆଜି ଆପଣଙ୍କୁ ଭଲ ମସଲା ମିଳି ଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ ତିଆରି କରାଯାଉଥିବା ଏକ ପ୍ରକାର ଘୋଳା ଯାହାଦ୍ୱାରା ଇଟାଆଦି ଯୋଡ଼ାଯାଏ
ഉദാഹരണം :
ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି
മറ്റ് ഭാഷകളിലേക്കുള്ള വിവർത്തനം :
A strong hard building material composed of sand and gravel and cement and water.
concreteഅർത്ഥം : କୌଣସି ବିଶେଷ କାର୍ଯ୍ୟପାଇଁ ତିଆରି କରାଯାଇଥିବା ଔଷଧ ବା ରସାୟନିକ ଦ୍ରବ୍ୟର ମିଶ୍ରଣ
ഉദാഹരണം :
ଏହି ଢୋଲର ମସଲା ପଡ଼ିଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष कार्य के लिए बनाया हुआ औषधियों या रासायनिक द्रव्यों का मिश्रण।
इस ढोल का मसाला गिर गया है।അർത്ഥം : କିଛି ଖାଦ୍ୟ ବା ପାନୀୟ ପଦାର୍ଥ ଆଦିକୁ ଅଧିକ ସ୍ୱାଦିଷ୍ଟ,ଗୁଣକାରୀ ଆଦି କରିବା ପାଇଁ ଆବଶ୍ୟକ ପଦାର୍ଥ
ഉദാഹരണം :
ଆଜିକାଲି ପ୍ରତ୍ୟେକ ଜିନିଷ ତିଆରି କରିବା ପାଇଁ ପ୍ରସ୍ତୁତ ମସଲା ମିଳୁଛି
മറ്റ് ഭാഷകളിലേക്കുള്ള വിവർത്തനം :
कुछ खाद्य या पेय पदार्थों आदि को अधिक स्वादिष्ट, गुणकारी आदि बनाने के लिए प्रयुक्त मिश्रित पदार्थ।
आजकल हर चीज बनाने के लिए तैयार मसाले मिलते हैं।അർത്ഥം : କିଛି ଖାଦ୍ୟ, ପେୟଆଦି ପଦାର୍ଥକୁ ସ୍ୱାଦିଷ୍ଟ ଓ ଗୁଣକାରୀ କରିବାପାଇଁ ସେଥିରେ ପକାଯାଉଥିବା ବୃକ୍ଷରୁ ଜାତ କିଛି ଜିନିଷ
ഉദാഹരണം :
ଜାୟତ୍ରୀ,ଜାଇଫଳ,ଜିରାଆଦି ମସଲାର ପର୍ଯ୍ୟାୟରେ ଯାଏ ମସଲା ପକାଇଲେ ଖାଦ୍ୟ ସ୍ୱାଦିଷ୍ଟ ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
कुछ खाद्य, पेय आदि पदार्थों को स्वादिष्ट, गुणकारी आदि बनाने के लिए उसमें डाला जाने वाला किसी वनस्पति का कोई भाग।
जावित्री,जायफल,जीरा आदि मसाले हैं।Any of a variety of pungent aromatic vegetable substances used for flavoring food.
spice