അർത്ഥം : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
ഉദാഹരണം :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
പര്യായപദങ്ങൾ : ଅସ୍ମିତା, ବିମୋହ, ମାୟା, ମୋହ
മറ്റ് ഭാഷകളിലേക്കുള്ള വിവർത്തനം :
A feeling of great liking for something wonderful and unusual.
captivation, enchantment, enthrallment, fascinationഅർത്ഥം : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
ഉദാഹരണം :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
A positive feeling of liking.
He had trouble expressing the affection he felt.അർത്ഥം : ମାଆର ସନ୍ତାନପ୍ରତି ଥିବା ସ୍ନେହ
ഉദാഹരണം :
ପିଲାମାନେ ମାଆଙ୍କ ମମତାର ଛାଇରେ ବଢନ୍ତି
പര്യായപദങ്ങൾ : ମମତ୍ୱ, ମାତୃସ୍ନେହ
മറ്റ് ഭാഷകളിലേക്കുള്ള വിവർത്തനം :
A positive feeling of liking.
He had trouble expressing the affection he felt.