അർത്ഥം : ବାର ରାଶିମାନଙ୍କରୁ ଦଶମ ରାଶି ଯେଉଁଥିରେ ଉତ୍ତରାଷାଢ଼ା ନକ୍ଷତ୍ରର ଶେଷ ତିନିପାଦ, ପୂରା ଶ୍ରବଣ ନକ୍ଷତ୍ର ଏବଂ ଧନିଷ୍ଠାର ପ୍ରଥମ ଦୁଇପାଦ ଅବସ୍ଥିତ
ഉദാഹരണം :
ମୁଁ ମକର ରାଶିର ବାର୍ଷିକ ଭବିଷ୍ୟଫଳ ଜାଣିବାକୁ ଚାହେଁ
പര്യായപദങ്ങൾ : ମକର
മറ്റ് ഭാഷകളിലേക്കുള്ള വിവർത്തനം :
The tenth sign of the zodiac. The sun is in this sign from about December 22 to January 19.
capricorn, capricorn the goat, goatഅർത്ഥം : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ମକରରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ମକରରାଶିରେ ଥାଏ
ഉദാഹരണം :
ମକରରାଶିପାଇଁ ଏବର୍ଷ ଅତ୍ୟଧିକ ଫଳଦାୟକ
പര്യായപദങ്ങൾ : ମକର
മറ്റ് ഭാഷകളിലേക്കുള്ള വിവർത്തനം :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मकरराशि में हो।
मकरराशिवालों के लिए यह वर्ष अत्यधिक फलदायी है।