അർത്ഥം : ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣି
ഉദാഹരണം :
ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
ऐसी चीज़ जो बिलकुल रद्दी मान ली गई हो।
वह आज अपने कमरे से कूड़ा करकट हटाने में व्यस्त है।Any materials unused and rejected as worthless or unwanted.
They collect the waste once a week.അർത്ഥം : ଜମି ଉପରେ ପଡ଼ିଥିବା ଧୂଳି ଏବଂ ଭଙ୍ଗାରୁଜା ଜିନିଷକୁ ଝାଡ଼ୁଆଦିରେ ସଫାକରି ବାହାର କରାଯାଏ
ഉദാഹരണം :
ଆବର୍ଜନା ବସ୍ତୁକୁ ଡଷ୍ଟବିନ୍ରେ ହିଁ ପକାଇବା ଉଚିତ
പര്യായപദങ്ങൾ : ଆବର୍ଜନା ବସ୍ତୁ
മറ്റ് ഭാഷകളിലേക്കുള്ള വിവർത്തനം :
ज़मीन पर पड़ी हुई धूल और टूटी-फूटी चीज़ें जो झाड़ू आदि से साफ़ करने पर निकलते हैं।
कूड़े को कूड़ेदान में ही डालना चहिए।അർത്ഥം : ଶରୀରରୁ ନିର୍ଗତ ହେଉଥିବା ମଇଳା
ഉദാഹരണം :
ମନୁସ୍ମୃତି ଅନୁସାରେ ଶରୀରରେ ବାର ପ୍ରକାରର ମଳ ଥାଏ ଯେପରି ବସା, ଶୁକ୍ର, ରକ୍ତ, ମଜ୍ଜା, ମୂତ୍ର, ବିଷ୍ଠା, କାନର ମଇଳା, ନଖ, କଫ, ଅଶ୍ରୁ, ଝାଳ ଓ ଶରୀର ଉପରେ ଜମା ହୋଇଥିବା ମଇଳା
മറ്റ് ഭാഷകളിലേക്കുള്ള വിവർത്തനം :
Waste matter (as urine or sweat but especially feces) discharged from the body.
body waste, excrement, excreta, excretion, excretory productഅർത്ഥം : ଯେଉଁ ପଦାର୍ଥକୁ ଅନୁପଯୁକ୍ତ ଭାବି ଫୋପାଡ଼ି ଦିଆଯାଏ
ഉദാഹരണം :
କାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ପ୍ରଦୂଷିତ କରିଥାଏ
പര്യായപദങ്ങൾ : ଆବର୍ଜନା, ବର୍ଜ୍ୟବସ୍ତୁ
മറ്റ് ഭാഷകളിലേക്കുള്ള വിവർത്തനം :
वह पदार्थ जिसे अनुपयोगी समझकर फेंक दिया जाता है।
कारखानों के अपशेष नदियों आदि के जल को प्रदूषित करते हैं।Any materials unused and rejected as worthless or unwanted.
They collect the waste once a week.അർത്ഥം : କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ഉദാഹരണം :
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
പര്യായപദങ്ങൾ : ଅସନା
മറ്റ് ഭാഷകളിലേക്കുള്ള വിവർത്തനം :
Fine powdery material such as dry earth or pollen that can be blown about in the air.
The furniture was covered with dust.അർത്ഥം : ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ഉദാഹരണം :
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ ତାର ମନ ମଇଳା
പര്യായപദങ്ങൾ : ଦୂଷିତ
മറ്റ് ഭാഷകളിലേക്കുള്ള വിവർത്തനം :
जो स्वच्छ न हो या जिस पर मैल, धूल आदि हों।
पाठशाला में मैले कपड़े पहनकर नहीं आना चाहिए।Soiled or likely to soil with dirt or grime.
Dirty unswept sidewalks.