അർത്ഥം : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
ഉദാഹരണം :
ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
പര്യായപദങ്ങൾ : ଡର, ତ୍ରାସ, ଭୀତି
മറ്റ് ഭാഷകളിലേക്കുള്ള വിവർത്തനം :
An emotion experienced in anticipation of some specific pain or danger (usually accompanied by a desire to flee or fight).
fear, fearfulness, frightഅർത്ഥം : ଯାହାଦ୍ୱାରା ଆତଙ୍କ ବା ଭୟ ସୃଷ୍ଟି ହୁଏ
ഉദാഹരണം :
ଆମେ ସହରରେ ବ୍ୟାପିଥିବା ଆତଙ୍କଠାରୁ ଦୂରରେ ରହିବାକୁ ହେବ
പര്യായപദങ്ങൾ : ଆତଙ୍କ
മറ്റ് ഭാഷകളിലേക്കുള്ള വിവർത്തനം :
जिससे दहशत पैदा हो या जिससे डर लगे।
हमें शहर में फैले हुए दहशत-अंगेज़ों से बच कर रहना होगा।അർത്ഥം : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ഉദാഹരണം :
କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
പര്യായപദങ്ങൾ : ଆଶଙ୍କା, ଡର, ଶଙ୍କା, ସଂଶୟ
മറ്റ് ഭാഷകളിലേക്കുള്ള വിവർത്തനം :
Fearful expectation or anticipation.
The student looked around the examination room with apprehension.അർത്ഥം : ସଙ୍କଟର ଉଦେଶ୍ୟ ବା କାରଣ
ഉദാഹരണം :
ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦ୍ରୋଣାଚାର୍ଜ୍ୟଙ୍କର ଜଣେ ପୁତ୍ର
ഉദാഹരണം :
ଅଭିମତିଙ୍କ ଗର୍ଭରୁ ଭୟ ଜନ୍ମ ନେଇଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
ഉദാഹരണം :
କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
പര്യായപദങ്ങൾ : ଆତଙ୍କ
മറ്റ് ഭാഷകളിലേക്കുള്ള വിവർത്തനം :