അർത്ഥം : କୌଣସି ବିଷୟ କିମ୍ବା କାମ କରିବାରେ ମଗ୍ନ ହେବା
ഉദാഹരണം :
ମୀରା କୃଷ୍ଣଙ୍କ ଭଜନରେ ତଲ୍ଲୀନ ହେଲେ
പര്യായപദങ്ങൾ : ଆତ୍ମବିସ୍ମ୍ରୁତ ହେବା, ତଲ୍ଲୀନ ହେବା, ଧ୍ୟାନାବସ୍ଥିତ ହେବା, ବୁଡ଼ି ଯିବା, ଲୀନ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय या कार्य को करने में मग्न होना।
मीरा कृष्ण भजन में तल्लीन हुई।