അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ପୁରୁଷଙ୍କ ବାମ ଓ ସ୍ତ୍ରୀଙ୍କ ଡାହାଣପଟେ ଥିବା ଛୋଟ ମାଂସ ପିଣ୍ଡ
ഉദാഹരണം : ଭାତୁଡ଼ିକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ
പര്യായപദങ്ങൾ : ଭାତୁଲି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
पुरुष के बाँयी ओर तथा स्त्री के दाँयी ओर का मसा।
അർത്ഥം : ଗୋଟିଏ ପ୍ରକାର ଚର୍ମରୋଗ ଯେଉଁଥିରେ ଚମ ଉପରେ କଣ୍ଟା ଭଳି ବାହାରିପଡ଼େ
ഉദാഹരണം : ତାର ସବୁ ବର୍ଷ ଶୀତଦିନରେ ଭାତୁଡ଼ି ବାହାରିପଡ଼େ
പര്യായപദങ്ങൾ : ବ୍ରଣ
एक तरह का त्वचा रोग जिसमें त्वचा के ऊपर काँटे जैसे निकल आते हैं।
അർത്ഥം : ଶରୀରର କୌଣସି ସ୍ଥାନରେ ବାହାରୁଥିବା କଳା ବା ନାଲିରଙ୍ଗର ମାଂସଳ ଦାନା
ഉദാഹരണം : ତା ପିଠିରେ ଗୋଟିଏ କଳା ଭାତୁଡ଼ି ଅଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
काले या लाल रंग का उभरा हुआ मांस का वह दाना जो शरीर पर कहीं-कहीं निकलता है।
(pathology) a firm abnormal elevated blemish on the skin. Caused by a virus.
ഇൻസ്റ്റാൾ ചെയ്യുക