അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ସମ୍ପତ୍ତିର ଅଧା ଭାଗର ମାଲିକ
ഉദാഹരണം : ଅଂଶୀଦାର ଏ ପର୍ଯ୍ୟନ୍ତ ନିଜ ଭାଗ ନେବା ପାଇଁ ଆସିନାହିଁ
പര്യായപദങ്ങൾ : ଅଂଶୀଦାର
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
किसी सम्पत्ति के आधे भाग का स्वामी।
അർത്ഥം : ମିଳିମିଶି ଖେଳୁଥିବା ଖେଳରେ ନିଜ ସାଙ୍ଗରେ ଖେଳୁଥିବା ଖେଳାଳି
ഉദാഹരണം : ତାସ ଖେଳିବା ସମୟରେ ମୋ ସ୍ୱାମୀ ମୋର ଗୁଇଁ ହୁଅନ୍ତି
പര്യായപദങ്ങൾ : ଅଂଶୀଦାର, ଗୁଇଁ, ଯୋଡ଼ିଦାର, ସଙ୍ଗୀ
एक साथ मिलकर खेलनेवाले खेल में अपनी ओर से खेलनेवाला खिलाड़ी।
അർത്ഥം : କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି
ഉദാഹരണം : ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି
പര്യായപദങ്ങൾ : ଅଂଶୀଦାର, ସହଭାଗୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी काम या रोजगार आदि में साझा रखनेवाला व्यक्ति।
A person who is a member of a partnership.
അർത്ഥം : କୌଣସି ଅଂଶ ବା ଭାଗର ମାଲିକ
ഉദാഹരണം : ସୋହନ ଏହି କମ୍ପାନୀର ଜଣେ ଅଂଶୀଦାର
किसी अंश या हिस्से का मालिक।
Someone who holds shares of stock in a corporation.
ഇൻസ്റ്റാൾ ചെയ്യുക