അർത്ഥം : ସଂସାରରେ ବାରମ୍ବାର ଜନ୍ମ ନେବା ଓ ମରିବାର କ୍ରମ
ഉദാഹരണം :
ସଂସାରଚକ୍ରରେ ଜୀବ ଚଉରାଶୀ ଲକ୍ଷ ଯୋନି ଭ୍ରମି ଆସୁଥିବା କୁହାଯାଏ
പര്യായപദങ്ങൾ : ସଂସାରଚକ୍ର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସାଂସାରିକ ଝଞ୍ଝଟ ବା ଜଂଜାଳ
ഉദാഹരണം :
ସେ ସଂସାରିକ ମୋହ ମାୟାରୁ ମୁକ୍ତ ହୋଇ ସନ୍ୟାସ ନେଲେ
പര്യായപദങ്ങൾ : ଭବଜଳ, ମାୟାଜାଲ, ମୋହ-ମାୟା, ସଂସାରମାୟା, ସଂସାରିକତା
മറ്റ് ഭാഷകളിലേക്കുള്ള വിവർത്തനം :
सांसारिक झंझट या जंजाल।
उसने दुनियादारी से मुक्त होकर संन्यास ले लिया।Concern with worldly affairs to the neglect of spiritual needs.
He disliked the worldliness of many bishops around him.