അർത്ഥം : ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା
ഉദാഹരണം :
ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି
പര്യായപദങ്ങൾ : ଉନ୍ନତ ହେବା, ଉନ୍ନତି କରିବା, ବିକାଶ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
पहले की अवस्था से अच्छी या ऊँची अवस्था की ओर बढ़ना।
उसका व्यापार दिन-प्रतिदिन उन्नत हो रहा है।അർത്ഥം : ଇଚ୍ଛା ପ୍ରବଳ ହେବା
ഉദാഹരണം :
ଆଜିକାଲି ଶ୍ୟାମର ସଉକ ଚଢିଛି
പര്യായപദങ്ങൾ : ଚଢିବା, ପ୍ରବଳ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବଢ଼ିବା କ୍ରିୟା
ഉദാഹരണം :
ଆଜିକାଲି ସମାଜରେ ଅପରାଧ ବଢ଼ୁଛି ଅପରାଧଗୁଡ଼ିକର ସଂଖ୍ୟା ବୃଦ୍ଧି ହେଉଛି
പര്യായപദങ്ങൾ : ବୃଦ୍ଧିହେବା
മറ്റ് ഭാഷകളിലേക്കുള്ള വിവർത്തനം :
बढ़ने की क्रिया होना।
आजकल समाज में अपराध बढ़ रहे हैं।അർത്ഥം : ବିସ୍ତାର ବା ପରିଣାମରୁ ଅଧିକ ହେବା ବା ବୃଦ୍ଧି ପାଇବା
ഉദാഹരണം :
ଠିକ୍ ଭାବେ ଦେଖାଶୁଣା କଲେ ଛୋଟ ଚାରାଗଛଗୁଡ଼ିକ ଶୀଘ୍ର ବଢ଼େ
പര്യായപദങ്ങൾ : ବଢ଼ିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
Increase in size by natural process.
Corn doesn't grow here.