അർത്ഥം : କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା ଅବା କଳି-ତକରାଳର ରୂପଦେବା
ഉദാഹരണം :
ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାମ ପ୍ରତି ମନ ବଢ଼ାଇବା ବାଲା କଥା, କାମ ଇତ୍ୟାଦି
ഉദാഹരണം :
ତୁମର ଟେକିବା ଯୋଗୁଁ ହିଁ ଛୁଆମାନେ ଖରାପ ହେଉଛନ୍ତି ତାକୁ ବେଶି ବଢ଼ାଇବାକୁ ଦିଅନ୍ତୁ ନାହିଁ
പര്യായപദങ്ങൾ : ଟେକିବା
അർത്ഥം : ବାନ୍ଧିକରି ଓ କଟାକଟି କରି ଏକ ବିଶେଷ ଢଙ୍ଗରେ ବଢ଼ିବାପାଇଁ ପ୍ରବୃତ୍ତ କରିବା
ഉദാഹരണം :
କୃଷକ ପାନ ଲତାଗୁଡ଼ିକ ଅନୁବର୍ଦ୍ଧନ କରୁଛି
പര്യായപദങ്ങൾ : ଅନୁବର୍ଦ୍ଧନ କରିବା, ଦାୟିତ୍ୱନେବା, ବର୍ଦ୍ଧିତ କରାଇବା, ରକ୍ଷଣାବେକ୍ଷଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* बाँधकर और कटाई-छँटाई करके एक विशेष तरीके से बढ़ने में प्रवृत्त करना।
किसान पान की लताओं का अनुवर्धन कर रहा है।അർത്ഥം : ଲମ୍ବରେ ବିସ୍ତାର କରିବା
ഉദാഹരണം :
ସେ ସିଲାଇ ଖୋଲି ତାଙ୍କ କୁର୍ତ୍ତାକୁ ବଢ଼େଇଲେ
പര്യായപദങ്ങൾ : ଲମ୍ବାକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଧିକ ପ୍ରବଳ ବା ତୀବ୍ର କରିବ
ഉദാഹരണം :
ପଙ୍ଖାର ଗତିକୁ ଆଉ ଟିକିଏ ବଢ଼ାଇଦିଅ
പര്യായപദങ്ങൾ : ତୀବ୍ର କରିବ
മറ്റ് ഭാഷകളിലേക്കുള്ള വിവർത്തനം :
अधिक प्रबल या तीव्र करना।
बहुत गर्मी है, जरा पंखा बढ़ा दीजिए।അർത്ഥം : ପରିମାଣରେ ଅଧିକ କରିବା
ഉദാഹരണം :
ସେ ଭୋଜନର ପରିମାଣ ବଢ଼ାଇଦେଇଛି
പര്യായപദങ്ങൾ : ଅଧିକ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବଢ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ରହିମ ଠିକାଦାରକୁ କହି ତା ଘରେ ଏକ କୋଠରି ବଢ଼ାଇଲା
പര്യായപദങ്ങൾ : ପ୍ରସାରିତ କରାଇବା, ବର୍ଦ୍ଧିତ କରାଇବା, ବୃଦ୍ଧି କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :