അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେତିକି ପରିମାଣର ଧନ କୌଣସି ଜିନିଷ ତିଆରି କରିବାପାଇଁ ଲାଗେ
ഉദാഹരണം : ଏହି ଘର ତିଆରିପାଇଁ କେତେ ଖର୍ଚ୍ଚ ହେବ?
പര്യായപദങ്ങൾ : ଖରଚ, ଖର୍ଚ୍ଚ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
उतना धन जितना कोई चीज तैयार करने में लगे।
The total spent for goods or services including money and time and labor.
അർത്ഥം : କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା
ഉദാഹരണം : ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା
പര്യായപദങ്ങൾ : ଖର୍ଚ୍ଚ, ବିନିଯୋଗ
कोई काम पूरा करने के लिए पारिश्रमिक, मूल्य आदि के रूप में धन देने या लगने की क्रिया।
The act of spending money for goods or services.
ഇൻസ്റ്റാൾ ചെയ്യുക