അർത്ഥം : ଯେଉଁ ସରଳ ରେଖା କୌଣସି ବୃତ୍ତର ଗୋଲାକାର କ୍ଷେତ୍ରର ଠିକ ମଧ୍ୟଦେଇ ଯାଇଥାଏ ଓ ଯାହାର ଦୁଇଟି ମୁଣ୍ଡ ବୃତ୍ତର ପରିଧିସହ ମିଳିତ ହୋଇଥାଏ
ഉദാഹരണം :
ଏହି ବୃତ୍ତର ବ୍ୟାସ ନିର୍ଣ୍ଣୟ କର
പര്യായപദങ്ങൾ : ଡାୟାମିଟର
മറ്റ് ഭാഷകളിലേക്കുള്ള വിവർത്തനം :
A straight line connecting the center of a circle with two points on its perimeter (or the center of a sphere with two points on its surface).
diameterഅർത്ഥം : ଉତ୍ତର ଭାରତର ଏକ ନଦୀ
ഉദാഹരണം :
ବ୍ୟାସ ନଦୀ ହିମାଳୟରୁ ବାହାରି ଆରବ ଉପସାଗରରେ ଯାଇ ମିଶିଅଛି
പര്യായപദങ്ങൾ : ବ୍ୟାସ ନଦୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବେଦଗୁଡ଼ିକର ସଂଗ୍ରହ ଏବଂ ସମ୍ପାଦନା କରିଥିବା ଜଣେ ବଡ଼ ଏବଂ ଶ୍ରେଷ୍ଠଋଷି
ഉദാഹരണം :
ବେଦବ୍ୟାସ ମହାଭାରତକୁ ଲେଖନୀବଦ୍ଧ କରିବାପାଇଁ ଭଗବାନ ଗଣେଶଙ୍କୁ ଆମନ୍ତ୍ରିତ କରିଥିଲେ
പര്യായപദങ്ങൾ : କୃଷ୍ଣ ଦୌପାୟନ, ବାଦରାୟଣ, ବେଦବ୍ୟାସ, ବ୍ୟାସଦେବ
മറ്റ് ഭാഷകളിലേക്കുള്ള വിവർത്തനം :
A mentor in spiritual and philosophical topics who is renowned for profound wisdom.
sage