അർത്ഥം : ପହିଲି ଆଖୁ ପେଶିବା ସମୟରେ ତାର କିଛି ଭାଗ ବ୍ରାହ୍ମଣଙ୍କୁ ପିଆଇବାର ପ୍ରକ୍ରିୟା
ഉദാഹരണം :
ବ୍ରାହ୍ମଣପିଆ ପରେ କୃଷକ ବ୍ରାହ୍ମଣଙ୍କୁ ସିଦା ମଧ୍ୟ ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
गन्ने को पहले पहल पेरते समय इसका कुछ भाग ब्राह्मणों को पिलाने की क्रिया।
किसान ने बम्हनपियाव के बाद ब्राह्मणों को सीधा भी दिया।