അർത്ഥം : ବଡ଼ଲୋକଙ୍କ କୋଠାର ଏକ ବଡ଼ କୋଠରୀ ବା ବୈଠକ ଯେଉଁଥିରେ ଯାଆସ କରୁଥିବା ବ୍ୟକ୍ତିମାନେ ବସନ୍ତି
ഉദാഹരണം :
ନେତା ବୈଠକଖାନାରେ ବସି ଲୋକଙ୍କ କଥା ଶୁଣୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଉପର ମହଲାରେ ତିଆରି କରାଯାଇଥିବା ଘର ଯାହାର ବ୍ୟବହାର ବୈଠକ ଆଦି ଭାବେ କରାଯାଏ
ഉദാഹരണം :
ସେ ଦୁହେଁ ଉପର ତାଲା ବୈଠକଖାନାରେ ବସି କିଛି ବିଚାର-ବିମର୍ଶ କରୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :