അർത്ഥം : ବାଉଁଶରେ ତିଆରିହୋଇଥିବା, ମୁହଁରେ ଫୁଙ୍କି ବଜା ଯାଉଥିବା ଏକ ବାଦ୍ୟ
ഉദാഹരണം :
ଶ୍ୟାମ ବଂଶୀ ବଜାଉଛି
പര്യായപദങ്ങൾ : ବଂଶିକା, ବଂଶୀ, ବଇଁଶୀ, ବାଂଶରୀ, ମୂରଲୀ
മറ്റ് ഭാഷകളിലേക്കുള്ള വിവർത്തനം :
A high-pitched woodwind instrument. A slender tube closed at one end with finger holes on one end and an opening near the closed end across which the breath is blown.
flute, transverse fluteഅർത്ഥം : ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚିଆ ଇତ୍ୟାଦି ବନେଇବା କାମରେ ବ୍ୟବହାର କରାଯାଏ
ഉദാഹരണം :
ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି
പര്യായപദങ്ങൾ : ବାଉଁଶ
മറ്റ് ഭാഷകളിലേക്കുള്ള വിവർത്തനം :
Woody tropical grass having hollow woody stems. Mature canes used for construction and furniture.
bamboo