അർത്ഥം : ଗାଈ, ବଳଦ ଆଦିଙ୍କ ଗଳାରେ ହେଉଥିବା ଗୋଟିଏ ରୋଗ
ഉദാഹരണം :
ଏହି ବଳଦକୁ ବେଙ୍ଗା ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ରୋଗରେ ପଶୁଙ୍କର ଗଳା ଫୁଲିଯାଏ
ഉദാഹരണം :
ବଳଦ ବେଙ୍ଗା ରୋଗରେ ଆକ୍ରାନ୍ତ ହେଉଛି
പര്യായപദങ്ങൾ : ବେଙ୍ଗା ରୋଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଶୁଙ୍କୁ ହେଉଥିବା ଗୋଟିଏ ରୋଗ
ഉദാഹരണം :
ବେଙ୍ଗାରେ ପଶୁର ଗଳା ଫୁଲିଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବଳଦର ନାକ ଫୁଲି ଯିବା ବା ଶୋଥ ହେବାର ଏକ ରୋଗ
ഉദാഹരണം :
ଆପଣଙ୍କ ବଳଦ ବେଙ୍ଗା ରୋଗରେ ପୀଡ଼ିତ ବୋଲି ପଶୁ ଚିକିତ୍ସକ କହିଲେ
മറ്റ് ഭാഷകളിലേക്കുള്ള വിവർത്തനം :
बैल का नाक फूल जाने या सूज जाने का एक रोग।
पशु चिकित्सक ने बताया कि आपका बैल नकड़े से पीड़ित है।അർത്ഥം : ପଶୁଗୁଡ଼ିକଙ୍କର ଫୁସଫୁସରେ ହେଉଥିବା ଏକ ରୋଗ
ഉദാഹരണം :
ରାମୁର ବଳଦ ବେଙ୍ଗାରେ ପୀଡ଼ିତ
മറ്റ് ഭാഷകളിലേക്കുള്ള വിവർത്തനം :