അർത്ഥം : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
ഉദാഹരണം :
କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
പര്യായപദങ്ങൾ : ପତୁଳି ପକାଇବା, ବେଙ୍ଗଳାଇବା, ବେଙ୍ଗୁଳିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
പര്യായപദങ്ങൾ : ବେଙ୍ଗଳାଇବା
മറ്റ് ഭാഷകളിലേക്കുള്ള വിവർത്തനം :