അർത്ഥം : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
ഉദാഹരണം :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
പര്യായപദങ്ങൾ : ଆତ୍ମପ୍ରତ୍ୟୟ, ଆଶା, ଆସ୍ଥା, ନିର୍ଭର, ଭରସା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଧର୍ମର ମୂଳ କଥା ଯାହାକୁ ଗ୍ରହଣ କଲେ ସେ ବ୍ୟକ୍ତି ସେହି ଧର୍ମରେ ସମ୍ମିଳିତ ହୋଇଯାଏ
ഉദാഹരണം :
କବୀର ଅଦ୍ୱୈତ ମତବାଦକୁ ମାନୁଥିଲେ
പര്യായപദങ്ങൾ : ମତବାଦ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପାସନାର ବିଶେଷ ପ୍ରଣାଳୀ
ഉദാഹരണം :
ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ
മറ്റ് ഭാഷകളിലേക്കുള്ള വിവർത്തനം :
A strong belief in a supernatural power or powers that control human destiny.
He lost his faith but not his morality.