അർത്ഥം : କୌଣସି ଯଜ୍ଞ ଆଦିର ବା କୌଣସି ସନ୍ଥ, ଗୁଣିଆ ଆଦିଙ୍କଦ୍ୱାରା ଦିଆ ଯାଇଥିବା ଯେଉଁ ଭସ୍ମକୁ ମୁଣ୍ଡ ଏବଂ ବାହୁ ଆଦିରେ ଲଗାଯାଏ
ഉദാഹരണം :
ବେମାର ପିଲା ଦେହରେ ମହାତ୍ମା ବିଭୂତି ଲଗାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରାମାୟଣରୁ ମିଳୁଥିବା ଗୋଟିଏ ଦିବ୍ୟାସ୍ତ୍ର
ഉദാഹരണം :
ବିଶ୍ବାମିତ୍ର ରାମଙ୍କୁ ବିଭୂତି ପ୍ରଦାନ କରିଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :