അർത്ഥം : ବିଚାର କରିବା କ୍ରିୟା ବା ଭାବ
ഉദാഹരണം :
ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ
പര്യായപദങ്ങൾ : ଚିନ୍ତନ, ଚିନ୍ତା, ବିଚାର, ମନନ
മറ്റ് ഭാഷകളിലേക്കുള്ള വിവർത്തനം :
विचार करने की क्रिया या भाव।
बहुत चिंतन के बाद हमने समस्या का हल ढूँढ़ निकाला।The process of using your mind to consider something carefully.
Thinking always made him frown.അർത്ഥം : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ
ഉദാഹരണം :
ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା
പര്യായപദങ്ങൾ : ଆଲୋଚନା, ମୀମାଂସା
മറ്റ് ഭാഷകളിലേക്കുള്ള വിവർത്തനം :
The process of giving careful thought to something.
considerationഅർത്ഥം : କୌଣସି ବସ୍ତୁର ଭଲମନ୍ଦ ଯାଞ୍ଚ୍ କରିବା ବା ପରୀକ୍ଷା କରିବା କ୍ରିୟା
ഉദാഹരണം :
ଭଲଭାବେ ବିବେଚନା କଲାପରେ କୌଣସି କଥାର ସତ୍ୟତାକୁ ସ୍ୱୀକାର କରିବା ଉଚିତ୍
മറ്റ് ഭാഷകളിലേക്കുള്ള വിവർത്തനം :