അർത്ഥം : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
ഉദാഹരണം :
କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
പര്യായപദങ്ങൾ : ବିବାଦୀ, ବିବାଦୀୟ
മറ്റ് ഭാഷകളിലേക്കുള്ള വിവർത്തനം :
Marked by or capable of arousing controversy.
The issue of the death penalty is highly controversial.അർത്ഥം : ଯେ ଝଗଡ଼ା କରୁଥାଏ
ഉദാഹരണം :
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
പര്യായപദങ്ങൾ : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦୀ
മറ്റ് ഭാഷകളിലേക്കുള്ള വിവർത്തനം :
Given to or characterized by argument.
An argumentative discourse.