അർത്ഥം : ଦୁର୍ଭାଗ୍ୟ ଅବସ୍ଥା ବା ଖରାପ ଦିନ
ഉദാഹരണം :
ତାଙ୍କର ଭାଗ୍ୟ ଆଜିକାଲି ବିପଦରେ ପୂର୍ଣ୍ଣ ହୋଇଛି
പര്യായപദങ്ങൾ : ଦୁର୍ଦ୍ଦଶା, ବିପତ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
A state of misfortune or affliction.
Debt-ridden farmers struggling with adversity.അർത്ഥം : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ഉദാഹരണം :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
പര്യായപദങ്ങൾ : ଅରିଷ୍ଟ, ଆପଦ, କଷ୍ଟ, ସଂକଟ, ସମସ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.അർത്ഥം : କାହାରି ଅଧିକାର ବା ସ୍ୱତ୍ୱ ଉପରେ ହୋଇଥିବା ଆଘାତ ବା ତାହା ଉପରେ ପଡ଼ୁଥିବା ବାଧା
ഉദാഹരണം :
ବିପଦରୁ ବଞ୍ଚିବା ପାଇଁ ସେ ଓକିଲର ସାହାଯ୍ୟ ନେଲେ
പര്യായപദങ്ങൾ : ବ୍ୟାଘାତ
മറ്റ് ഭാഷകളിലേക്കുള്ള വിവർത്തനം :
किसी के अधिकार या स्वत्व पर होनेवाला आघात या उस पर पड़ने वाली बाधा।
व्याघात से बचने के लिए उसने वकील का सहारा लिया।