അർത്ഥം : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
ഉദാഹരണം :
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
പര്യായപദങ്ങൾ : ଅଯଥା ଯୁକ୍ତି, ବିତଣ୍ଡା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବ୍ୟର୍ଥ ବିବାଦ ବା ମତାନ୍ତର
ഉദാഹരണം :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
പര്യായപദങ്ങൾ : ବିତଂଡାବାଦ, ବିତଣ୍ଡା, ବିତଣ୍ଡାବାଦ
മറ്റ് ഭാഷകളിലേക്കുള്ള വിവർത്തനം :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?