അർത്ഥം : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ
ഉദാഹരണം :
ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି
പര്യായപദങ്ങൾ : ଇସ୍ତାହାର, ବିଜ୍ଞପ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
A public promotion of some product or service.
ad, advert, advertisement, advertising, advertizement, advertizingഅർത്ഥം : କୌଣସି ବିଷୟ, ମତ ବା କଥାକୁ ବହୁତ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା କ୍ରିୟା
ഉദാഹരണം :
କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି
പര്യായപദങ്ങൾ : ପ୍ରଚାର
മറ്റ് ഭാഷകളിലേക്കുള്ള വിവർത്തനം :
A public promotion of some product or service.
ad, advert, advertisement, advertising, advertizement, advertizingഅർത്ഥം : କାନ୍ଥଆଦିରେ ଲଗାଯାଇଥିବା ସୂଚନା ପତ୍ର ଯାହାଦ୍ୱାରା କୌଣସି ବିଷୟ ଲୋକମାନଙ୍କୁ ବତାଯାଏ
ഉദാഹരണം :
ଏହି ଫିଲ୍ମର ବିଜ୍ଞାପନ ଗଳିଗଳିରେ ଲଗାଯାଇଛି
പര്യായപദങ്ങൾ : ସୂଚନାପତ୍ର ପୋଷ୍ଟର
മറ്റ് ഭാഷകളിലേക്കുള്ള വിവർത്തനം :