അർത്ഥം : ପ୍ରତିଜ୍ଞା ବା ସଙ୍କଳ୍ପରୁ ଓହରି ଯିବାର କାମ
ഉദാഹരണം :
ସାଧାରଣତଃ ସ୍ୱାର୍ଥ ବିଚଳନର କାରଣ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
A turning aside (of your course or attention or concern).
A diversion from the main highway.അർത്ഥം : ନିଜ ସ୍ଥାନରୁ ହଟିଯାଇ ଏଣେତେଣେ ହେବାର କ୍ରିୟା
ഉദാഹരണം :
ରାତିର ଆକାଶରେ ତାରାମାନଙ୍କ ବିଚଳନ ଆପଣ ସ୍ପଷ୍ଟ ଦେଖିପାରିବେ
മറ്റ് ഭാഷകളിലേക്കുള്ള വിവർത്തനം :
The act of moving away in different direction from a common point.
An angle is formed by the divergence of two straight lines.